ଆଜିର ଖବର “ମାନବ ଚୋରା ଚାଲାଣ” ସମ୍ପର୍କିତ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦଘାଟନ କଲେ ଆରକ୍ଷୀ ମହାନିର୍ଦ୍ଦେଶକ ଭୁବନେଶ୍ଵର: ଆଜି ପୋଲିସ ଭବନ ଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ “ମାନବ ଚୋରା ଚାଲାଣ” ସମ୍ପର୍କିତ ଏକ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।…