ଆଜିର ଖବର “ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହ ପରିବେଶକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ ସୁଧାକର ମିଶ୍ର ନୟାଗଡ/ଭୁବନେଶ୍ଵର: ସାମ୍ପ୍ରତିକ ବିଶ୍ୱରେ ଅସନ୍ତୁଳିତ ପରିବେଶ ଜୀବଜଗତ ପ୍ରତି ଏକ ଆହ୍ୱାନ ରୂପେ ଉଭା ହୋଇଛି। ବିଶ୍ଵ ତାପମାତ୍ରା ବୃଦ୍ଧି ହେବା ସହିତ ଜଳବାୟୁ…