ରାଜ୍ୟ ଖବର ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ ଭୁବନେଶ୍ୱର :ରାଜଧାନୀରେ ପୁଣି ଥରେ ଆନ୍ତର୍ଜାତୀୟ ନିଶା କାରବାରର ପର୍ଦ୍ଦାଫାଶ ହୋଇଛି। ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ଏବଂ ଡିଆରଆଇ (DRI) ଟିମ୍ର…