ଅପରାଧ ମାରିଦେବାକୁ ଧମକ ପରେ ନଳକୂପରେ ବିଷାକ୍ତ ପଦାର୍ଥ ମିଶାଇଥିବା ଅଭିଯୋଗ: ପାଣି ପିଇ ଦୁଇ ଅସୁସ୍ଥ ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡତିରା ପଞ୍ଚାୟତ ସ୍ଥିତ ଅରଡା ଗ୍ରାମର ଏକ ପରିବାରକୁ ଜୀବନରୁ ମାରିଦେବାକୁ ତାଙ୍କର ପଡୋଶୀ ଧମକ ଦେଇଥିଲେ। ହେଲେ ସେହି…