ଖେଳ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ମାର୍କ ଉଡ୍ ଲଣ୍ଡନ: ଇଂଲଣ୍ଡର ବୃତ୍ତପ୍ରବୃତ୍ତ ଫାଷ୍ଟ୍ ବୋଲର୍ ମାର୍କ ଉଡ୍ ୩୬ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ନିଜର ୧୧ ବର୍ଷର ଚିତ୍ତାକର୍ଷକ କ୍ୟାରିୟର୍ରେ…