ଆଜିର ଖବର ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ ସୋନୁ ସୁଦଙ୍କ ଭଉଣୀ, କେଉଁ ଦଳରୁ କରିବେ ପ୍ରତିଦ୍ବନ୍ତିତା ହୋଇନି ସ୍ପଷ୍ଟ ନୂଆଦିଲ୍ଲୀ: ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦଙ୍କ ବିଷୟରେ ଏକ ବଡ ଖବର ଶୁଣିବାକୁ…