ଆଜିର ଖବର ରାଜା ହେବା ପରେ ସମସ୍ତଙ୍କୁ ବରଦାନ କରିଥିଲେ ଭଗବାନ ଶ୍ରୀରାମ, ଜାଣନ୍ତୁ କ’ଣ ମାଗିଥିଲେ ଶତ୍ରୁଘ୍ନଙ୍କ ପତ୍ନୀ ଉପେନ୍ଦ୍ର ବଳିୟାରସିଂହ ଶ୍ରୀରାମଙ୍କ ରାଜ୍ୟାଭିଷେକ ହେଲା। ଅଯୋଧ୍ୟା ଧନ୍ୟ ହେଲା। ଚାରିଆଡ଼େ ଅଦ୍ଭୂତ ଉତ୍ସବ ପାଳନ କରାଗଲା। ଭଗବାନ ଶ୍ରୀରାମ ରାଜମହଲ ଭିତରେ ବସିଥିଲେ। ସମସ୍ତ ରାଜକୁଟୁମ୍ବ…