ଆଜିର ଖବର ଘଟଗାଁ ମା ତାରିଣୀ ପିଠରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରାଟ ପଟୁଆରରେ କରାଗଲା ସ୍ବାଗତ କେଉଁଝର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେଉଁଝର ଘଟଗାଁ ମା ତାରିଣୀ ପିଠରେ ପହଞ୍ଚିଛନ୍ତି। ସେଠାରେ ସେ ମା ତାରିଣୀଙ୍କ ପିଠର ବିକାଶ ପାଇଁ ବହୁ ପ୍ରକଳ୍ପର…