ଆଜିର ଖବର ବାଣପୁରର ମା ଭଗବତୀ ମଧ୍ୟ ପଖାଳ ପ୍ରିୟ, ଜାଣନ୍ତୁ ଏହା ପଛର ଲୋକକଥା ବାଣପୁର: ଆଜି ହେଉଛି ପଖାଳ ଦିବସ। ପ୍ରତି ଓଡ଼ିଆଙ୍କ ପ୍ରିୟ ପଖାଳ କେବଳ ଓଡ଼ିଆ ଜାତି ଭିତରେ ସିମୀତ ନାହିଁ। ପ୍ରଚଳିତ ପ୍ରାଚୀନ ପରମ୍ପରାରୁ ଜଣାପଡ଼େ ଓଡ଼ିଆ…