ଆଜିର ଖବର ଖୋଲା ହେଲା ମା ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡି: ନଗଦ ପ୍ରାୟ 95 ଲକ୍ଷ ଟଙ୍କା ସଂଗ୍ରହ ଭୁବନେଶ୍ବର: ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି 6 ମାସ ପରେ ଖୋଲାଯାଇଥିବା ବେଳେ ଦାନବାକ୍ସରୁ 94 ଲକ୍ଷ 49 ହଜାର 54 ଟଙ୍କା…