ଆଜିର ଖବର ଆଜି ମହା ସରସ୍ଵତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ତାରାତାରିଣୀ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ପ୍ରତ୍ୟେକ ବର୍ଷ ଚୈତ୍ର ପର୍ବର ୩ୟ ମଙ୍ଗଳବାର ପାଳିରେ ମା ମହା ସରସ୍ଵତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।…