ଆଜିର ଖବର ଦିଅଁ ଦେବତାକୁ ବି ଛାଡ଼ିଲେନି ଦୁର୍ବୃତ୍ତ: ନାଚୁଣୀ ଥାନା ଅଞ୍ଚଳରୁ ତିନି ମନ୍ଦିରରୁ କଲେ ସିରିଜ ଚୋରି ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳର ତିନି ଗୋଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗତକାଲି ସକାଳେ…