ମିଗ -୨୧ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍ -୨୧ ଯୁଦ୍ଧ ବିମାନ ଆଜି ପୂର୍ବାହ୍ନରେ ରାଜସ୍ଥାନର ହନୁମାନଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସୁରଟଗଡରୁ ଉଡାଣ ଆରମ୍ଭ କରିଥିଲା। ପାଇଲଟ୍…