ଜାତୀୟ ଖବର ମିଠି ନଦୀ ସଫେଇ ଦୁର୍ନୀତି ମାମଲା: ଗିରଫ ହେଲେ ଅଭିନେତା ଡିନୋ ମୋରିଆ ମୁମ୍ବାଇ : ମୁମ୍ବାଇର ବହୁଚର୍ଚ୍ଚିତ ମିଠି ନଦୀ ପଙ୍କ ଉଦ୍ଧାର (ଡିସିଲ୍ଟିଂ) ଦୁର୍ନୀତି ମାମଲାରେ ପ୍ରସିଦ୍ଧ ବଲିଉଡ୍ ଅଭିନେତା ଡିନୋ ମୋରିଆଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି।…