ଆଜିର ଖବର କୌଣସି ମିଥ୍ୟା ବିଜ୍ଞାପନ କରିନାହୁଁ, ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇଁ ପ୍ରସ୍ତୁତ: ପତଞ୍ଜଳି ଆୟୁର୍ବେଦ ନୂଆଦିଲ୍ଲୀ: ବାବା ରାମଦେବଙ୍କ ନେତୃତ୍ୱାଧୀନ କମ୍ପାନୀ ପତଞ୍ଜଳି ଆୟୁର୍ବେଦ ବୁଧବାର ଦିନ କହିଛି ଯେ, ଏହାର ଉତ୍ପାଦ ସମ୍ବନ୍ଧରେ କୌଣସି ‘ମିଥ୍ୟା ବିଜ୍ଞାପନ କିମ୍ବା ପ୍ରଚାର’ କରୁନାହିଁ।…