ଜାତୀୟ ଖବର ନିର୍ବାଚନରେ ଭୁଲ୍ ତଥ୍ୟର ସକ୍ରିୟ ମୁକାବିଲା ପାଇଁ ‘ମିଥ୍ ଭର୍ସେସ୍ ରିଅଲିଟି ରେଜିଷ୍ଟର’ର ଶୁଭାରମ୍ଭ ନୂଆଦିଲ୍ଲୀ: ମିଥ୍ୟା ସୂଚନାର ପ୍ରସାରକୁ ରୋକିବା ଏବଂ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଚଳିତ ସାଧାରଣ ନିର୍ବାଚନ ୨୦୨୪ର…