ଜାତୀୟ ଖବର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମିନି କୁପର ଧକ୍କାରେ ୩ ମୃତ କୋଚି: କୋଚି ବିମାନବନ୍ଦର ନିକଟ ଏୟାରପୋର୍ଟ ରୋଡ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଜଣେ ୧୯ ବର୍ଷୀୟ ମଦ୍ୟପ ଯୁବକ ଅତି ଦ୍ରୁତ ଗତିରେ ଗାଡ଼ି…