ଜାତୀୟ ଖବର ଆଜି କଂଗ୍ରେସକୁ ଡବଲ ଝଟକା, ମିଲିନ୍ଦ ଦେଓଡାଙ୍କ ପରେ ବର୍ତ୍ତମାନ ଆସାମର ଏହି ବଡ ନେତା ଦେଲେ ଇସ୍ତଫା ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଆଜି କଂଗ୍ରେସକୁ ଡବଲ ଝଟକା ଲାଗିଛି। ପ୍ରଥମେ ମହାରାଷ୍ଟ୍ର କଂଗ୍ରେସ ନେତା ମିଲିନ୍ଦ…