ଆଜିର ଖବର ରାହୁଲଙ୍କ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଝଟକା: ମିଲିନ୍ଦ ଦେୱଡା ଦେଲେ ଇସ୍ତଫା, ଏବେ ଏହି ଦଳରେ ହେବେ ସାମିଲ ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସ ପାର୍ଟି ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସ ନେତା ମିଲିନ୍ଦ ଦେଓଡା ଦଳର ପ୍ରାଥମିକ…