ଆଜିର ଖବର ଏପ୍ରିଲ୍ ୩ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସରକାରୀ ସିବିଟି ଶିକ୍ଷକ ସଂଘ ଭୁବନେଶ୍ୱର: ଏପ୍ରିଲ୍ ୩ ତାରିଖରେ ଓଡ଼ିଶା ସରକାରୀ ସିବିଟି ଶିକ୍ଷକ ସଂଘ (ମିଳିତମଞ୍ଚ ୨୦୧୬ ରୁ ୨୦୨୨) ନିୟମିତ କରିବା ଦାବିରେ ସେମାନେ ଲୋୟର୍ ପିଏମ୍ଜିରେ ବିକ୍ଷୋଭ…