ଅନ୍ତରାଷ୍ଟ୍ରୀୟ ପ୍ରଥମ ଥର ପାଇଁ ଭାରତକୁ ମିଳିଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନେତୃତ୍ଵ, ଜାଣନ୍ତୁ କ’ଣ ରହିବ ମୁଖ୍ୟ ଏଜେଣ୍ଡା ନୂଆଦିଲ୍ଲୀ: ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଦାୟିତ୍ଵ ଏବେ ଭାରତ ହାତକୁ ଆସିଛି। ଆଜିଠାରୁ ଏକ ମାସ ପାଇଁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା…