ଆଜିର ଖବର ସକାଳୁ ଉଠି ଏହିସବୁ କାର୍ଯ୍ୟ କରିବା ଦ୍ୱାରା ଦିନସାରା ମିଳିଥାଏ ଶକ୍ତି ନୂଆଦିଲ୍ଲୀ: ଜଣେ ନିଜ ନିତ୍ୟକର୍ମ ପ୍ରତି ଗମ୍ଭୀର ହେବା ଉଚିତ୍। ଯେଉଁମାନେ ଏକ ଶୃଙ୍ଖଳିତ ରୁଟିନ୍ ଅନୁସରଣ କରନ୍ତି, ସେମାନେ ଆସନ୍ତାକାଲି ପାଇଁ କୌଣସି କାର୍ଯ୍ୟକୁ ସ୍ଥଗିତ…