ଆଜିର ଖବର ସମୟ ପୂର୍ବରୁ କେଶ ଧଳା ହେଇଯାଉଛି କି?, ତେବେ ଲୌକିକୁ ଏହିପରି ପ୍ରୟୋଗ କରନ୍ତୁ, ମିଳିପାରେ ସୁଫଳ ନୂଆଦିଲ୍ଲୀ: ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି ଫିଟ୍ ଏବଂ ଆକର୍ଷଣୀୟ ଦେଖାଯିବାକୁ ଚାହାଁନ୍ତି। ଆଜିକାଲି ଲୋକମାନେ ଭଲ ଦେଖାଯିବା ପାଇଁ କେଶ ଉପରେ ଅନେକ ପରୀକ୍ଷଣ କରନ୍ତି। କେଶକୁ…