ବିଶେଷ ଖବର ମୋଦୀ ସରକାରଙ୍କ ବଡ ଘୋଷଣା, ୧୮ ମାସରେ ମିଳିବ ୧୦ ଲକ୍ଷ ଚାକିରି, ମିଶନ ମୋଡରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ନୂଆଦିଲ୍ଲୀ: ଲୋକଙ୍କୁ ଚାକିରୀ ଦେବା ଦିଗରେ ମୋଦି ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି କଥା ସରକାର ନିଜେ ଘୋଷଣା କରିଛନ୍ତି। ଆଜି ସକାଳେ…