ଜାତୀୟ ଖବର ଉଜ୍ଜ୍ୱଳା ଯୋଜନାର ଦଶ କୋଟି ତମ ହିତାଧିକାରୀଙ୍କ ଘରକୁ ଗଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଥିବା ମୀରା ମାଝୀଙ୍କ ବାସଭବନ ପରିଦର୍ଶନ କରିଛନ୍ତି। ସେ ଉଜ୍ଜ୍ୱଳା ଯୋଜନାର ଦଶ କୋଟି ତମ ହିତାଧିକାରୀ। ପ୍ରଧାନମନ୍ତ୍ରୀ ଏକ୍ସରେ…