ଆଜିର ଖବର ଦୁଇ ଦିନ ମଧ୍ୟରେ ବିଜେପିରୁ ସପ୍ତମ ଇସ୍ତଫା, ଏବେ ଦଳ ଛାଡିଲେ ବିଧାୟକ ମୁକେଶ ବର୍ମା ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ପାଇଁ ଅଡୁଆ ବଢୁଛି। ବାସ୍ତବରେ ଦଳର ବଡ ଚେହେରା ଗୋଟିଏ ପରେ ଗୋଟିଏ ଇସ୍ତଫା ଦେଉଛନ୍ତି। ଅତୀତରେ…