ଆଜିର ଖବର ପିନାକୀ ମିଶ୍ରଙ୍କୁ ବିବାହ କରିବା ପରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ଭିଡିଓ ବାର୍ତ୍ତା ପଠାଇଲେ ମହୁଆ ମୋଇତ୍ରା The Samikhsya Desk: ନିକଟରେ ପୁରୀର ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ବିବାହ କରିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା। ଓଡିଶାର ବୋହୂ ହେବା ପରେ…