ଆଜିର ଖବର ଆକାଶ ମାର୍ଗରୁ ବାଲେଶ୍ବର ବନ୍ୟାଞ୍ଚଳ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶ ମାର୍ଗରୁ ବାଲେଶ୍ବର ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି। ସେ ଏକ ସ୍ବତନ୍ତ୍ର ହେଲିକାପ୍ଟରରେ ବାଲେଶ୍ବର ବନ୍ୟା ପ୍ରପିଡିତ ଅଞ୍ଚଳ ଆକାଶ…