ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶ୍ନ

ଭୁବନେଶ୍ବର: ଗତକାଲି ଭଦ୍ରକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରୀ ଗସ୍ତରେ ଯାଇଥିଲେ। ସେଠାରେ ସେ ୨୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ତେବେ ସେହି ସରକାରୀ…