ବିଶେଷ ଖବର ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ବିଜେପି କାହିଁକି ଆଶ୍ଚର୍ଯ୍ୟ କଲା? ଏଥିରୁ କଂଗ୍ରେସ କ’ଣ ଶିଖିବ? ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସେମିଫାଇନାଲରେ ବିଜୟୀ ହୋଇ ବିଜେପି ଦ୍ୱିତୀୟ ବାଧା ଅତିକ୍ରମ କରିଛି। ୩ଟି ରାଜ୍ୟରେ ବମ୍ପର ବିଜୟ ପରେ ଦଳ ଏବେ ମୁଖ୍ୟମନ୍ତ୍ରୀଙ୍କ ନାମ…