ଆଜିର ଖବର ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଲା ବେଳେ ବିଡିଓମାନେ ଟିଭି ବନ୍ଦ କରିଦେଉଛନ୍ତି କି ? ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ବର୍ତ୍ତମାନ ଭିଡିଓ କନଫ୍ରେସିଂ ମାଧ୍ୟମରେ ବିଭିନ୍ନ ବୈଠକ କରାଯାଉଛି। ସେହିପରି ରାଜ୍ୟ ସରକାର ବିଭିନ୍ନ ବିକାଶ କାର୍ଯ୍ୟ କ୍ଷେତ୍ରରେ ଥିବା ଅଧିକାରୀଙ୍କ ସହିତ ଭିସି ବା…