ଆଜିର ଖବର ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିଲେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିୟାନ ଭୁବନେଶ୍ବର, କରୋନା ପାଇଁ ଭକ୍ତମାନଙ୍କୁ ପୁରୀ ବଡଦାଣ୍ଡ ମନା। ଯେତେବେଳେ ଭକ୍ତମାନେ ଯାଉ ନାହାଁନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀ କେମିତି ଯିବେ। ସେ ନିଜେ ଭକ୍ତମାନଙ୍କୁ ଯିବା ପାଇଁ…