ଅନ୍ତରାଷ୍ଟ୍ରୀୟ ରୋମ ଛାଡିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାରତୀୟ ରାଷ୍ଟ୍ରଦୂତ ଦେଲେ ବିଦାୟ ସମ୍ବର୍ଦ୍ଧନା ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟର ରୋମ ଛାଡିଛନ୍ତି। ଆଜି ଅପରାହ୍ନ ୩ଟା ୨୫ରେ ସେ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସାଥୀରେ ଥିବା ବ୍ୟକ୍ତିଗତ…