ଆଜିର ଖବର ମୁଖ୍ୟମନ୍ତ୍ରୀ ବଘେଲଙ୍କ ବଡ ନିଷ୍ପତ୍ତି: ଦୁଷ୍କର୍ମ ଅଭିଯୁକ୍ତମାନଙ୍କୁ ମିଳିବନି ଛତିଶଗଡରେ ସରକାରୀ ଚାକିରି ରାୟପୁର: ମହିଳାଙ୍କ ବିରୋଧରେ ଅପରାଧ ସମ୍ପର୍କରେ ଛତିଶଗଡ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସରକାରୀ ଚାକିରି ଦେବା ଉପରେ ପ୍ରତିବନ୍ଧକ ଲଗାଯାଇଛି।…