ଜାତୀୟ ଖବର ବୃଦ୍ଧ ପିତାମାତାଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀ ବାସଭବନ ଛାଡିଲେ ଅରବିନ୍ଦ କେଜ୍ରିୱାଲ, ଘରେ ଚାବି ପକାଇଲେ ପତ୍ନୀ ଭୁବନେଶ୍ବର: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଫ୍ଲାଗଷ୍ଟାଫ ରୋଡରେ ଥିବା ମୁଖ୍ୟମନ୍ତ୍ରୀ ବାସଭବନ ଖାଲି କରିଛନ୍ତି। ସେ ତାଙ୍କର ବୃଦ୍ଧ ପିତାମାତା, ପତ୍ନୀ ସୁନୀତା,…