ଆଜିର ଖବର ପାକିସ୍ତାନ ସହିତ କୌଣସି ବାଣିଜ୍ୟ ନାହିଁ, ପଞ୍ଜାବ ଯୁବକମାନଙ୍କୁ ମାରିବା ପାଇଁ ପଠାଉଛି ‘ଡ୍ରଗ୍ସ’: ମୁଖ୍ୟମନ୍ତ୍ରୀ ମାନ ଚଣ୍ଡିଗଡ: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସୋମବାର ପାକିସ୍ତାନ ସହ ବାଣିଜ୍ୟ ଆରମ୍ଭ କରିବାର ଧାରଣାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ଡ୍ରୋନ୍ ମାଧ୍ୟମରେ ପ୍ରତିଦିନ…