ଅପରାଧ ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା, ମୁଠାଗୁଡ଼ା ପଞ୍ଚାୟତରେ ଭୟର ବାତାବରଣ ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କିଛିଦିନ ବ୍ୟବଧାନରେ ପୁଣି ଗୁଣିଗାରେଡିକୁ ନେଇ ଗଡିଛି ବାପ ଓ ପୁଅର ୨ଟି ମୁଣ୍ଡ। ଏହି ବ୍ଳକର ଦୁର୍ଗମ ଅଞ୍ଚଳରେ…