ଅନ୍ତରାଷ୍ଟ୍ରୀୟ ଶ୍ରୀଲଙ୍କାରେ ଗମ୍ଭୀର ହେଲା ଇନ୍ଧନ ସଙ୍କଟ, ପେଟ୍ରୋଲ ପମ୍ପରେ ମୁତୟନ ହେଲେ ସୈନିକ କଲମ୍ବୋ: ଇନ୍ଧନ ଅଭାବ ହେତୁ ଶ୍ରୀଲଙ୍କାର ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଧାଡିରେ ଛିଡା ହୋଇଛନ୍ତି। ତେଣୁ ଇନ୍ଧନ ବଣ୍ଟନକୁ ପରିଚାଳନା ତଥା ତଦାରଖ କରିବା ପାଇଁ…