ଜାତୀୟ ଖବର ମୁମ୍ବାଇ ରାଜଭବନରେ ‘ମୋଦୀଜ୍ ମିଶନ୍’ ପୁସ୍ତକ ଉନ୍ମୋଚିତ ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ, ବିଚାର ଏବଂ କାର୍ଯ୍ୟଶୈଳୀ ଉପରେ ଆଧାରିତ ପୁସ୍ତକ ‘ମୋଦୀଜ୍ ମିଶନ’ ଆଜି ମୁମ୍ବାଇ ରାଜଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ…