ଅନ୍ତରାଷ୍ଟ୍ରୀୟ ନୂଆ ସରକାର ଘୋଷଣା କଲା ତାଲିବାନ, ମୁଲ୍ଲା ହସନ ଅଖୁନ୍ଦ ହେଲ ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଆଫଗାନିସ୍ତାନରେ ନୂତନ ସରକାର ଗଠନ କରାଯାଇଛି। ଆଫଗାନିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ହାସନ ଅଖୁନ୍ଦ। ସିରାଜୁଦ୍ଦିନ ହକ୍କାନି ଗୃହମନ୍ତ୍ରୀ ହେବେ। ଉପ-ପ୍ରଧାନମନ୍ତ୍ରୀ…