ଆଜିର ଖବର ବାଣପୁର: କେହି ବୁଝିବା ପୂର୍ବରୁ ଅଚାନକ ଷ୍ଟାର୍ଟ ହେଲା କାର, ଜଣେ ମହିଳା ଆହତ, ମୃତ୍ୟୁମୁଖରୁ ବର୍ତ୍ତିଲେ ଏକାଧିକ ଲୋକ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବିଷରପାଟଣା ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାସ୍ତା ମଝିରେ ଠିଆ ହୋଇଥିବା ଗାଡିଟି ଅଚାନକ…