ଆଜିର ଖବର ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ଘଟୁନି: ଏମ୍ସ ସର୍ବେକ୍ଷଣରୁ ହେଲା ସ୍ପଷ୍ଟ ନୂଆଦିଲ୍ଲୀ: ଟୀକାକୁ ନେଇ ଏକ ଭଲ ଖବର ମିଳିଛି। ଦୁଇଟି ଡୋଜ ଟୀକା ନେଇଥିବା ବ୍ୟକ୍ତିଙ୍କ ପ୍ରତି କରୋନା ଘାତକ ହୋଇପାରୁନି। ଉଭୟ ଡୋଜ ଟୀକା ନେଇଥିବା…