ଆଜିର ଖବର ବାଲୁଗାଁ: ରୁଚି ହୋଟେଲ ନିକଟରୁ ଉଦ୍ଧାର ହୋଇଥିବା ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରୁଚି ହୋଟେଲ ନିକଟସ୍ଥ ରାସ୍ତା ପାର୍ଶ୍ଵରେ ଜଣେ ଅଜଣା ବ୍ୟକ୍ତି ଦୀର୍ଘ ସମୟ ଧରି ପଡ଼ି…