ଆଜିର ଖବର ଅଯୋଧ୍ୟା ରାମମନ୍ଦିର ନିର୍ମାଣର ଭୂମି ପୂଜନ ପାଇଁ ମା’ ଭଗବତୀ ଶକ୍ତିପୀଠରୁ ସଂଗ୍ରହ ହେଲା ମୃର୍ତ୍ତିକା ସୀତାରାମ ଅଗ୍ରଓ୍ବାଲ ବାଣପୁର: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଶାସନ ଓ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି। ଆସନ୍ତା ଅଗଷ୍ଟ ୫ ତାରିଖ…