ଜାତୀୟ ଖବର ଏମଏସଏମଇ କୁ ପ୍ରୋତ୍ସାହନ ପାଇଁ ଉଦଘାଟିତ ହେଲା ଏକ ପୋର୍ଟାଲ, ଜାଣନ୍ତୁ ଏହା କଣ ଭୁବନେଶ୍ବର: ୨୦୨୨ ମସିହା ନଭେମ୍ବର ୩୦ ତାରିଖରେ ମେକ୍-ଇନ୍-ଓଡ଼ିଶା କନ୍କ୍ଲେଭ୍ରେ ଓଡ଼ିଶା ଏକ୍ସପୋର୍ଟ ପଲିସି-୨୦୨୨ ଅନୁମୋଦିତ ହୋଇଥିଲା। ଏହି ପଲିସି ଅନୁସାରେ ଯେଉଁ ରପ୍ତାନୀକାରୀମାନେ ସାତଗୋଟି ବିଷୟ…