ଅନ୍ତରାଷ୍ଟ୍ରୀୟ ଉଦଘାଟିତ ହେବ ‘ମେକ ଇନ ଓଡିଶା କନକ୍ଲେଭ ୨୨’, ଏହି ଶିଳ୍ପପତିମାନେ ଦେବେ ଯୋଗ ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ବର ଜନତା ମଇଦାନରେ ହେବ ବହୁ ପ୍ରତୀକ୍ଷିତ ‘ମେକ ଇନ ଓଡିଶା କନକ୍ଲେଭ ୨୦୨୨ ‘। ବୁଧବାର ସଂଧ୍ୟାରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ…