ଆଜିର ଖବର ଜୀ-ସାର୍ଥକରେ “ଦେଖିବା ନିତି, ହେବା ଲକ୍ଷପତି”: ମେଗା ବିଜେତା ହେଲେ କାବେରୀ ନାୟକ ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଏପ୍ରିଲ ୩ରୁ ଆରମ୍ଭ ହୋଇ ମେ ୨୭ ପର୍ଯନ୍ତ ଚାଲିଥିବା ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”…