ବିଶେଷ ଖବର କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ, ୧୦୦୦ ଦିବ୍ୟାଙ୍ଗଙ୍କୁ ବାଣ୍ଟିଲେ ସହାୟତା ଉପକରଣ ଭୁବନେଶ୍ବର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ମେଳା ର ଉଦ୍ଘାଟନ…