ଆଞ୍ଚଳିକ ବାଣପୁର: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମେଧାବୀ ଅଭିନନ୍ଦନ ଉତ୍ସବରେ ଯୋଗ ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବାଣପୁର (ସୀତାରାମ ଅଗ୍ରୱାଲ): ରବିବାର ସନ୍ଧ୍ୟାରେ ବାଣପୁର ଭଗବତୀ ବିହାର ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ମିଳନୀ କକ୍ଷରେ ଶିକ୍ଷା ବିକାଶ ସମିତି, ଓଡିଶା…