ଆଜିର ଖବର ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବରୁଣ ଗାନ୍ଧୀଙ୍କୁ ଅଣଦେଖା: ପ୍ରତିକ୍ରିୟା ରଖିଲେ ମା’ ମେନକା ଗାନ୍ଧୀ ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟର ବିସ୍ତାର ହୋଇଯାଇଥିବା ବେଳେ ମନ୍ତ୍ରୀମାନେ କାମ ଆରମ୍ଭ ମଧ୍ୟ କରିସାରିଲେଣି। ହେଲେ ଏହି କ୍ୟାବିନେଟରେ ଉତ୍ତରପ୍ରଦେଶର ସାଂସଦ ବରୁଣ ଗାନ୍ଧୀ ସାମିଲ ବୋଲି…